୧୯୯୦ ମସିହାରେ ଜି.ଏ. ବିଭାଗରୁ ପୃଥକ୍ ହୋଇ ସଂସଦୀୟ କାର୍ଯ୍ୟ ପରିଚାଳନା ପରି ଏକ ସ୍ୱତନ୍ତ୍ର ବିଭାଗ ଜନ୍ମ ନେଲା। ସଂସଦୀୟ କାର୍ଯ୍ୟ ପରିଚାଳନା ଲାଗି ଏକ ସ୍ୱାଧୀନ ବିଭାଗର ଆବଶ୍ୟକତା ବହୁଦିନରୁ ଅନୁଭୂତ ହେଉଥିଲା ଏବଂ ପରବର୍ତ୍ତୀ ସମୟରେ ଅନୁଷ୍ଠିତ ହୋଇଥିବା ‘ହ୍ୱିପ୍’ ମାନଙ୍କର ସର୍ବଭାରତୀୟ ସମ୍ମିଳନୀରେ ବିଭିନ୍ନ ସମୟରେ ସଂସଦୀୟ କାର୍ଯ୍ୟ ପରିଚାଳନା ଲାଗି ଏକ…