Skip to main content

ବିଭାଗ ବିଷୟରେ

୧୯୯୦ ମସିହାରେ ଜି.ଏ. ବିଭାଗରୁ ପୃଥକ୍ ହୋଇ ସଂସଦୀୟ କାର୍ଯ୍ୟ ପରିଚାଳନା ପରି ଏକ ସ୍ୱତନ୍ତ୍ର ବିଭାଗ ଜନ୍ମ ନେଲା। ସଂସଦୀୟ କାର୍ଯ୍ୟ ପରିଚାଳନା ଲାଗି ଏକ ସ୍ୱାଧୀନ ବିଭାଗର ଆବଶ୍ୟକତା ବହୁଦିନରୁ ଅନୁଭୂତ ହେଉଥିଲା ଏବଂ ପରବର୍ତ୍ତୀ ସମୟରେ ଅନୁଷ୍ଠିତ ହୋଇଥିବା ‘ହ୍ୱିପ୍’ ମାନଙ୍କର ସର୍ବଭାରତୀୟ ସମ୍ମିଳନୀରେ ବିଭିନ୍ନ ସମୟରେ ସଂସଦୀୟ କାର୍ଯ୍ୟ ପରିଚାଳନା ଲାଗି ଏକ ସ୍ୱତନ୍ତ୍ର ବିଭାଗ କେନ୍ଦ୍ରରେ ଥିବା ସଂସଦୀୟ କାର୍ଯ୍ୟ ପରିଚାଳନା ବିଭାଗ ଅନୁରୂପରେ ଗଠନ କରିବାକୁ ଅନୁମୋଦନ କରିଆସୁଥିଲେ। ଏଥି ପୂର୍ବରୁ ଆଇନ ପ୍ରଣୟନ ସମ୍ବନ୍ଧୀୟ ସମସ୍ତ ବିଷୟ ତଥା ‘କ୍ୟାବିନେଟ୍’ ସଂକ୍ରାନ୍ତୀୟ ସକଳ ତଥ୍ୟ ସରକାରଙ୍କର ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ପରିଚାଳିତ ହେଉଥିଲା। ଏହା ଜଣେ ଜଏଣ୍ଟ ସେକ୍ରେଟାରୀ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ପରିଚାଳିତ…

ଅଧିକ ପଢନ୍ତୁ

ଚିତ୍ର ଗ୍ୟାଲେରୀ |